ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଇଞ୍ଜିନିୟରିଂ ରେ

ବୃତ୍ତି

ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍


ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍

NCS CODE: N/A | E052

ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍ ଡିଜାଇନ୍ ପ୍ରକ୍ରିୟା ମଧ୍ୟରେ 3ଡି ମଡେଲିଂ ଉପକରଣ ଏବଂ ଭିଜୁଆଲାଇଜେସନ୍ କୌଶଳର ପ୍ରୟୋଗ କରିଥାନ୍ତି । ଏହି ଜ୍ଞାନକୌଶଳ ଇଞ୍ଜିନିୟର୍ ମାନଙ୍କୁ ସେମାନଙ୍କ ପ୍ରକଳ୍ପଗୁଡିକୁ ନିରୀକ୍ଷଣ କରିବାରେ  ସାହାଯ୍ୟ କରେ, ଯାହା ଏହାର କାର୍ଯ୍ୟକାରିତା ବିଷୟରେ ବୁଝାଇଥାଏ ।

ଆବଶ୍ୟକ ଦକ୍ଷତା :
  • ସମାଲୋଚନାତ୍ମକ ଚିନ୍ତାଧାରା
  • ଯୋଗାଯୋଗ ଦକ୍ଷତା 
  • ଦଳଗତ କାର୍ଯ୍ୟ 
  • ନିଷ୍ପତ୍ତି ନେବା
  • ସାଂଗଠନିକ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ  
ସଫଳତାର କାହାଣୀ

ଇଭାନ୍ ଏଡୱାର୍ଡ୍ ସଦରଲାଣ୍ଡ

୧୯୩୮ ମସିହା ମେ ୧୬ ତାରିଖରେ ଆମେରିକାର ନେବ୍ରାସ୍କାର ହେଷ୍ଟିଂସରେ ଜନ୍ମଗ୍ରହଣ କରିଥିବା ଇଭାନ୍ ଏଡୱାର୍ଡ୍ ସଦରଲାଣ୍ଡ କମ୍ପ୍ୟୁଟର୍ ଗ୍ରାଫିକ୍ସ୍ ର ପିତା ଭାବରେ ଜଣାଶୁଣା । ସେ ୧୯୬୫ରୁ ୧୯୬୮ ପର୍ଯ୍ୟନ୍ତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଆସୋସିଏଟ୍ ପ୍ରଫେସର୍ ଭାବରେ କାର୍ଯ୍ୟ କରିଥିଲେ । ସେ୧୯୮୮ରେ ଟ୍ୟୁରିଂ ପୁରସ୍କାର, ୧୯୮୫ରେ କମ୍ପ୍ୟୁଟର ପିଓନିର ଆୱାର୍ଡ, ୧୯୯୮ରେ ଆଇଇଇଇ ଜନ୍ ଭନ୍ ନ୍ୟୁମ୍ୟାନ୍ ମେଡାଲ୍ ଏବଂ ୧୯୯୪ରେ ଏସିଏମ୍ ଫେଲୋ ଭଳି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ୧୯୭୮ମସିହାରେ ସେ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ୍ ର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ